PDF ଆମଦାନୀ ଅନୁଲମ୍ବ ଆପଣଙ୍କୁ ଆମଦାନୀ କରିବା ପାଇଁ  ଏବଂ  PDF ଦଲିଲକୁ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ। 100% ବିନ୍ୟାସ ସହିତ ଉତ୍ତମ ଫଳାଫଳକୁ "PDF/ODF ମିଶ୍ରିତ ଫାଇଲ" ଶୈଳୀରେ ପାଇପାରିବେ, ଯାହାକୁ ଏହି ଅନୁଲଗ୍ନ ମଧ୍ଯ ସକ୍ରିୟ କରିପାରିବ। ଏକ ମିଶ୍ରିତ PDF/ODF ଫାଇଲଟି ହେଉଛି ଗୋଟିଏ PDF ଫାଇଲ ଯାହାକି ଏକ ସନ୍ନିହିତ ODF ଉତ୍ସ ଫାଇଲକୁ ସକ୍ରିୟ କରିଥାଏ। ମିଶ୍ରିତ PDF/ODF ଫାଇଲଗୁଡ଼ିକ LibreOffice ରେ ଏକ ODF ଫାଇଲ ଆକାରରେ ଖୋଲାଯିବ କୌଣସି ବିନ୍ୟାସ ପରିବର୍ତ୍ତନ ବିନା।
